ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା

କଟକ: କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା। ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା। ପୂର୍ବରୁ ଏଥିପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ। ଏହାଛଡା ଅଧିକ ୨୦ଟି ନୂତନ ଆଇସିୟୁ ଉଦଘାଟନ ହୋଇଛି। … Continue reading ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ପେଟ୍ ସିଟି ସ୍କାନ୍ ବ୍ୟବସ୍ଥା